top of page

ଲୁଡୁ ଖେଳରେ ହାରିବା ଯୋଗୁ ସ୍ବାମୀ ଭାଙ୍ଗିଲେ ସ୍ତ୍ରୀଙ୍କ ଅଣ୍ଟା

  • Writer: Durga Prasad Sahoo
    Durga Prasad Sahoo
  • Apr 27, 2020
  • 1 min read

ବରୋଦା, ଏପ୍ରିଲ ୨୭ (ସଂଯୋଗ ନ୍ୟୁଜ) : କରୋନା ଭାଇରସର ପ୍ରସାରକୁ ରୋକିବା ଲାଗି ସାରା ଦେଶରେ ଲକ ଡାଉନ ଜାରି ରହିଛି ।

ଏଭଳି ‌ସ୍ଥିତିରେ ଲୋକମାନେ ସମୟ ଅତିବାହିତ କରିବା ଲାଗି ଅନଲାଇନ ଲୁଡୁ ଖେଳରେ ମଜି ରହୁଛନ୍ତି । ଏବେ ଆପଣଙ୍କୁ ଚକିତ କରିଦେବା ଭଳି ‌ଏକ ଖବର ଆସିଛି ।

ଗୁଜରାଟ ଭଦୋଦରାର ଜଣେ ଲୋକ ଅନଲାଇନ ଲୁଡୁ ଖେଳରେ ନିଜ ସ୍ତ୍ରୀଙ୍କ ଠାରୁ ହାରିଯିବା ପରେ ରାଗରେ ଏକ ଗୋଇଠା ମାରିଥିଲେ I ଯାହା ଫଳରେ ପତ୍ନୀଙ୍କ ଅଣ୍ଟା ଭାଙ୍ଗି ଯାଇଛି ।

Comments


bottom of page